ସୁଶାନ୍ତଙ୍କୁ ରିୟାଙ୍କ ପଟୁ ଅଛି ବିପଦ,ମୃତ୍ୟୁର ୪ ମାସ ଆଗରୁ ପୋଲିସ ପାଖରେ ପରିବାର କରିଥିଲା ଅଭିଯୋଗ !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଭିତରକୁ ଗର୍ଲଫ୍ରେଣ୍ଡ୍ ରିୟାଙ୍କ ନାମ ଆସି ସାରିଛି । ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ବାପଙ୍କ ଏତଲା ପରେ ଏବେ ରିୟାଙ୍କୁ ପୋଲିସ ଖୋଜୁଛି । କିନ୍ତୁ ରିୟା ଗିରଫଦାରୀ ଏଡାଇବାକୁ ଆଗୁଆ ଜାମିନ ନେବା ପାଇଁ ଉଦ୍ୟମ କରୁଛନ୍ତି । ଏହା ସହ ମାମଲାକୁ ପାଟନାରୁ ମୁମ୍ବାଇ ସ୍ଥାନାନ୍ତରିତ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ତେବେ ଏହାରି ଭିତରେ ସୁଶାନ୍ତଙ୍କ ପାରିବାରିକ ଓକିଲ ବିକାଶ ସିଂହ … Continue reading ସୁଶାନ୍ତଙ୍କୁ ରିୟାଙ୍କ ପଟୁ ଅଛି ବିପଦ,ମୃତ୍ୟୁର ୪ ମାସ ଆଗରୁ ପୋଲିସ ପାଖରେ ପରିବାର କରିଥିଲା ଅଭିଯୋଗ !