ପଲିଗ୍ରାଫ ଟେଷ୍ଟରୁ ଜଣାପଡ଼ିଲା କିଏ କହୁଛନ୍ତି କେତେ ସତ ?
ଭୁବନେଶ୍ୱର: ରହସ୍ୟରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ । କିଏ କହୁଛି ସତ, କିଏ କହୁଛି ମିଛ ? ଆଉ କିଏ ବାରମ୍ବାର ବଦଳାଉଛି ବୟାନ । ଏସବୁର ଯାଞ୍ଚ ପାଇଁ ଗତ ଅଗଷ୍ଟ ୨୭ ଓ ୨୮ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଲାଏ ଡିଟେକ୍ସନ୍ ଟେଷ୍ଟ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ରସୁଲଗଡ଼ ସ୍ଥିତ ଷ୍ଟେଟ୍ ଫରେନ୍ସିକ ସାଇନ୍ସ ଲ୍ୟାବରେ ବିଦ୍ୟାଶ୍ରୀଙ୍କୁ ଜେରା କରାଯାଇଥିଲା । ତା ପରଦିନ ଲାଏ ଡିଟେକ୍ସନ ଟେଷ୍ଟର ସମ୍ମୁଖୀନ ହୋଇଥିଲେ … Continue reading ପଲିଗ୍ରାଫ ଟେଷ୍ଟରୁ ଜଣାପଡ଼ିଲା କିଏ କହୁଛନ୍ତି କେତେ ସତ ?
Copy and paste this URL into your WordPress site to embed
Copy and paste this code into your site to embed