ଫେସବୁକରେ ଗୋଟିଏ କ୍ଲିକ୍, ଖାଲି କରିଦେବ ଆକାଉଣ୍ଟ !
ଭୁବନେଶ୍ୱର: ଦୁନିଆର ସବୁଠୁ ବଡ଼ ଲୋକପ୍ରିୟ ସୋସିଆଲ୍ ମିଡିଆ ଆପ୍ ଫେସବୁକ୍ । ଆମ ନିତିଦିନିଆ ଜୀବନର ଅଭିନ୍ନ ଅଙ୍ଗ । ସଞ୍ଜ ହେଉ କି ସକାଳ, ଟିକିଏ ଫୁରସତ୍ ମିଳିଲେ ହାତ ଚାଲିଯାଏ ଫେସବୁକକୁ । ମନ ଜିଣୁଥିବା ମୁହଁବହି(ଫେସବୁକ୍) ଏବେ ସାଜିଛି ବିପଦ । ଫେସବୁକରେ ଆସୁଥିବା ବିଭିନ୍ନ ମନୋଲୋଭା ବିଜ୍ଞାପନ ଆପଣଙ୍କ ପକେଟ୍ ଖାଲି କରିଦେବ । ତେବେ, ସବୁ ବିଜ୍ଞାପନ ଏଭଳି ନୁହେଁ । କେତକ ବିଜ୍ଞାପନରେ କ୍ଲିକ୍ କରିବା ଆପଣଙ୍କୁ … Continue reading ଫେସବୁକରେ ଗୋଟିଏ କ୍ଲିକ୍, ଖାଲି କରିଦେବ ଆକାଉଣ୍ଟ !
Copy and paste this URL into your WordPress site to embed
Copy and paste this code into your site to embed