ଜମି ବିବାଦକୁ ନେଇ ଦାଦା-ଖୁଡ଼ୀଙ୍କୁ ହତ୍ୟା କଲା ପୁତୁରା, ହାଣି କୂଅରେ ଫିଙ୍ଗିଦେଲା

ବଲାଙ୍ଗିର: ବଲାଙ୍ଗିରରେ ଡବଲ୍‌ ମର୍ଡର । ଜମି ବିବାଦକୁ ନେଇ ଦାଦା-ଖୁଡ଼ୀଙ୍କୁ ହତ୍ୟା କଲା ପୁତୁରା । ବଙ୍ଗୋମୁଣ୍ଡା କୁଟ୍ରାବେଡା ଗାଁରେ ଘଟିଛି ଏ ବିଭତ୍ସ ହତ୍ୟାକାଣ୍ଡ । ଧାରୁଆ ଅସ୍ତ୍ରରେ ହତ୍ୟାପରେ  ମୃତଦେହ କୂଅକୁ ଫିଙ୍ଗି ଦେଇଥିଲା ପୁତୁରା । ଆଜି ସକାଳୁ ମୃତଦେହ ଉଦ୍ଧାର କରାଯାଇଛି । ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । ସୂଚନା ଅନୁଯାୟୀ, ଜମି ବିବାଦକୁ ନେଇ ଦାଦା-ଖୁଡ଼ୀଙ୍କ ସହ ପୁତୁରାର ବହୁ ସମୟରେ କଳହ … Continue reading ଜମି ବିବାଦକୁ ନେଇ ଦାଦା-ଖୁଡ଼ୀଙ୍କୁ ହତ୍ୟା କଲା ପୁତୁରା, ହାଣି କୂଅରେ ଫିଙ୍ଗିଦେଲା