ହସ୍ପିଟାଲକୁ ମଧ୍ୟ ସାରା ବିଶ୍ୱକୁ ଧ୍ୱସଂ କରିପାରୁଥିବା ‘ନ୍ୟୁକ୍ଳିୟର ଫୁଟବଲ’ ନେଇ ଯାଇଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ଓ୍ୱାଲ୍ଟର ରୋଡ ନ୍ୟାସନାଲ ମେଡିକାଲ ସେଣ୍ଟରକୁ ନିଆଯାଇଛି । ସ୍ଥାନାନ୍ତର ବେଳେ ତାଙ୍କ ସହ କିଛି ଜିନିଷ ନିଆଯାଉଥିବା ଦେଖିବାକୁ ମିଳିଛି । ଯାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଡୋନାଲ୍ଡ ଟ୍ରମ୍ପ ନିଜ ସହିତ ନ୍ୟୁକ୍ଳିୟର ଫୁଟବଲ ନେଇ କରିଯାଇଛନ୍ତି । ଯାହା ସାରା ବିଶ୍ୱକୁ ଧ୍ୱସଂ କରିପାରେ । କରୋନା ସଂକ୍ରମିତ ହେଲା ପରେ ବି … Continue reading ହସ୍ପିଟାଲକୁ ମଧ୍ୟ ସାରା ବିଶ୍ୱକୁ ଧ୍ୱସଂ କରିପାରୁଥିବା ‘ନ୍ୟୁକ୍ଳିୟର ଫୁଟବଲ’ ନେଇ ଯାଇଛନ୍ତି ଡୋନାଲ୍ଡ ଟ୍ରମ୍ପ