କ୍ୱାରେଣ୍ଟିନରେ ଥିବାବେଳେ ୨୮ ଦିନରେ ୫୦ ଲକ୍ଷ ଟଙ୍କାର ଖାଦ୍ୟ ଖାଇଲେ ଡାକ୍ତର

ଅଲୀଗଡ: ଉତ୍ତରପ୍ରଦେଶର ଆଲୀଗଡ ଜିଲ୍ଲାର ଏକ ହୋଟେଲରେ କ୍ୱାରେଣ୍ଟିନରେ ଥିବା ସମୟରେ ଡାକ୍ତରଙ୍କ ଦ୍ୱାରା ୫୦ ଲକ୍ଷ ମୂଲ୍ୟର ଖାଦ୍ୟ ଖାଇବା ପ୍ରସଙ୍ଗ ଏବେ ଚର୍ଚ୍ଚାର କାରଣ ପାଲଟିଛି । ମଙ୍ଗଳବାର ଦିନ ଆୟୋଗରେ ଆୟୋଜିତ ହୋଇଥିବା କରୋନା ମାମଲାର ବୋର୍ଡ ଅଫ୍ ରିଭ୍ୟୁ ବୈଠକରେ ଏହି ଖବର ସାମ୍ନାକୁ ଆସିଛି । ଏଠାରେ ଥିବା ଡିଭିଜନାଲ ରିଭ୍ୟୁରେ ସ୍ୱାସ୍ଥ୍ୟ ବିଭାଗ ବୋର୍ଡ ୨୮ ଦିନରେ ୫୦ ଲକ୍ଷ ଟଙ୍କା ମୂଲ୍ୟର ଖାଦ୍ୟ ଖାଇଥିବା ୮୪ ଜଣ … Continue reading କ୍ୱାରେଣ୍ଟିନରେ ଥିବାବେଳେ ୨୮ ଦିନରେ ୫୦ ଲକ୍ଷ ଟଙ୍କାର ଖାଦ୍ୟ ଖାଇଲେ ଡାକ୍ତର