ପ୍ରଧାନମନ୍ତ୍ରୀ ଓ ବିଜେପିର ପିଛା ଛାଡ଼ୁନି ୟୁଟ୍ୟୁବ ଭିଡିଓ ଉପରେ Dislike
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି । କୋଭିଡ-୧୯କୁ ନେଇ ସ୍ଥିତି ଅପେକ୍ଷାକୃତ ଭଲ ଥିଲେ ମଧ୍ୟ ଏହାକୁ ହାଲୁକାରେ ନନେବା ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ୱୋଧନକୁ ଅନ୍ୟ ପ୍ଳାଟଫର୍ମ ସହିତ ବିଜେପିର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଲାଇଭ୍ କରାଯାଇଥିଲା । ଯେଉଁ ଭିଡିଓକୁ ବହୁ ସଂଖ୍ୟାରେ ଲୋକେ ଡିସଲାଇକ୍ କରୁଥିବା ଦେଖିବାକୁ ମିଳିଛି । ଭାରତୀୟ ଜନତା ପାର୍ଟିର ଅଫିସିଆଲ୍ … Continue reading ପ୍ରଧାନମନ୍ତ୍ରୀ ଓ ବିଜେପିର ପିଛା ଛାଡ଼ୁନି ୟୁଟ୍ୟୁବ ଭିଡିଓ ଉପରେ Dislike
Copy and paste this URL into your WordPress site to embed
Copy and paste this code into your site to embed