ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ଆସିଛି ସାଂଘାତିକ ଅଭିଯୋଗ: ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ନାଁରେ ଚାଲିଛି ହରିଲୁଟ
ବ୍ରହ୍ମପୁର: ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ଏଥିରେ ବାଧକ ସାଜିଛନ୍ତି ସମ୍ପୃକ୍ତ କର୍ମଚାରୀ । ପ୍ରଶାସନିକ ସ୍ତରରେ ଅବହେଳାକୁ ମଧ୍ୟ ଏଥିପାଇଁ ଦାୟୀ କରାଯାଉଛି । ଗଞ୍ଜାମ ଜିଲ୍ଲାର କିଛି ବ୍ଲକ୍ରେ ନିୟମକୁ ଫୁ’ କରି ଲକ୍ଷଲକ୍ଷ ଟଙ୍କା ଲୁଟ ହେଉଥିବା ନେଇ ନନ୍ଦିଘୋଷ ଟିଭି ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ନାଁରେ … Continue reading ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ଆସିଛି ସାଂଘାତିକ ଅଭିଯୋଗ: ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ନାଁରେ ଚାଲିଛି ହରିଲୁଟ
Copy and paste this URL into your WordPress site to embed
Copy and paste this code into your site to embed