EXIT POLL: ପୁଣି କ୍ଷମତାକୁ ଫେରିବ ‘ଆପ୍’

ଦିଲ୍ଲୀ ବିଧାନସଭା ନିର୍ବଚାନ ନେଇ ସରିଛି ଭୋଟଗ୍ରହଣ । ଏହାପରେ ଦିଲ୍ଲୀ ଦଙ୍ଗଲରେ କିଏ ଜିତିବ ଏନେଇ ବିଭିନ୍ନ ଏଜେନ୍ସି ଓ ନ୍ୟୁଜ୍‌ ଚ୍ୟାନେଲ ପକ୍ଷରୁ ଆରମ୍ଭ ହୋଇଛି ପୂର୍ବାନୁମାନ । EXIT POLL ଅନୁଯାୟୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧିନ ‘ଆପ୍‌’ ପୁଣି କ୍ଷମତାକୁ ଫେରୁଥିବା ବେଳେ ୨୦୧୫ ବିଧାନସଭା ନିର୍ବାଚନ ଅପେକ୍ଷା ଭଲ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି । କଂଗ୍ରେସକୁ ୩%ରୁ ୫% ଭୋଟ ଅଧିକ ମିଳିଥିବା ଆକଳନ କରାଯାଉଥିଲେ ସୁଦ୍ଧା ଏହା … Continue reading EXIT POLL: ପୁଣି କ୍ଷମତାକୁ ଫେରିବ ‘ଆପ୍’