ବରମୁଣ୍ଡା ବ୍ରିଜ୍ ନିକଟ ଡ୍ରେନ୍ରୁ ଅଜଣା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ପୁଣି ବରମୁଣ୍ଡା ବ୍ରିଜ୍ ନିକଟ ଡ୍ରେନ୍ରୁ ଅଜଣା ମୃତଦେହ ଉଦ୍ଧାର । କ୍ଷତାକ୍ତ ଅବସ୍ଥାରେ ମୃତଦେହକୁ ଜବତ କରିଛି ଖଣ୍ଡିଗିରି ଥାନା ପୋଲିସ । ମୃତକର ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରୁ କଳା ରଙ୍ଗର ହୋଣ୍ଡା ୟୁନିକର୍ଣ୍ଣ ବାଇକ୍ ଜବତ ହୋଇଛି । ଗାଡିର ନମ୍ବର OD02Q 2965 ରହିଛି । ଏହା ହତ୍ୟା ନା ଦୁର୍ଘଟଣା ସେନେଇ ତଦନ୍ତ କରୁଛି ପୋଲିସ । ତେବେ ଉଦ୍ଧାର ହୋଇଥିବା ଗାଡ଼ିର ଡାହାଣ ପାର୍ଶ୍ଵ ଲେଗ୍ ଗାର୍ଡ … Continue reading ବରମୁଣ୍ଡା ବ୍ରିଜ୍ ନିକଟ ଡ୍ରେନ୍ରୁ ଅଜଣା ମୃତଦେହ ଉଦ୍ଧାର
Copy and paste this URL into your WordPress site to embed
Copy and paste this code into your site to embed