ପୂର୍ବାପେକ୍ଷା କଠୋର ହେବ କଟକଣା: ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ

ଭୁବନେଶ୍ୱର: ୪ ଜିଲ୍ଲା ଓ ଗୋଟିଏ ମ୍ୟୁନସିପାଲଟି କର୍ପୋରେସନକୁ ଫେରିଛି ଲକ୍‌ଡାଉନ୍ । ଏହି ସମୟରେ ସମ୍ପୃକ୍ତ ଅଞ୍ଚଳରେ ଜୁଲାଇ ୩୧ ଯାଏଁ ଲକଡାଉନ୍ ବଳବତ୍ତର ରହିବ । ଏହି ସମୟରେ କମିଶନରେଟ୍ ପୋଲିସ ଅଞ୍ଚଳରେ କିଭଳି ରହିବ କଟକଣା ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ଲକ୍‌ଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ, ମେଡିସିନ ଷ୍ଟୋର ଓ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ ଖୋଲାରହିବ । ରାସନ ସାମଗ୍ରୀ ପାଇଁ … Continue reading ପୂର୍ବାପେକ୍ଷା କଠୋର ହେବ କଟକଣା: ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ