ଚୋରା ବନ୍ଧୁକ କାରବାରର ଚେର ଖୋଜିବ ପୋଲିସ: ଡି-ବ୍ରଦର୍ସଙ୍କୁ ଅଣାଯିବ ରିମାଣ୍ଡରେ

ଭୁବନେଶ୍ୱର: ପୁଣି ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ । ଚୋରା ବନ୍ଧୁକ କାରବାରରେ ଡି-ବ୍ରଦର୍ସଙ୍କ ଲିଙ୍କ୍‌ ଥିବା ପୋଲିସ ଜାଣିବାକୁ ପାଇବା ପରେ ଏବେ ସେମାନଙ୍କୁ ରିମାଣ୍ଡରେ ଆଣିବ । ଏ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ସିପି ସୁଧାଂଶୁ ଷଡ଼ଙ୍ଗୀ । ଶ୍ରୀ ଷଡ଼ଙ୍ଗୀ କହିଛନ୍ତି,  ୨୦୧୬ ମସିହାରେ ଡି ବ୍ରଦର୍ସଙ୍କ ସହ ପ୍ରକାଶ ବେହେରା ନାମକ ଜଣେ ଅପରୋଧୀ ଗିରଫ ହୋଇଥିଲା । ପରେ ସେ ଜାମିନରେ ମଧ୍ୟ ଆସିଥିଲା । ତାଙ୍କୁ … Continue reading ଚୋରା ବନ୍ଧୁକ କାରବାରର ଚେର ଖୋଜିବ ପୋଲିସ: ଡି-ବ୍ରଦର୍ସଙ୍କୁ ଅଣାଯିବ ରିମାଣ୍ଡରେ