ଭୟଙ୍କର ଭୂତାଣୁ କରୋନା ଯୋଗୁଁ ଆମେରିକାରେ ମୃତକଙ୍କ ସଂଖ୍ୟା ସର୍ବାଧିକ, ତୃତୀୟ ସ୍ଥାନରେ ଭାରତ
ଭୁବନେଶ୍ୱର: ସାରା ବିଶ୍ୱରରେ ଭୟଙ୍କର ଭୂତାଣୁ କରୋନାର କହର ଜାରି ରହିଛି । ଏଯାବତ୍ ସାରା ବିଶ୍ୱର ମୋଟ ୩ କୋଟି ୩୯ ହଜାର ୬୯୨ ଜଣ କରୋନା ସଂକ୍ରମିତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୨ କୋଟି ୭୧ ଲକ୍ଷ ୪୫ ହଜାର ୪୩୩ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି । ଏବଂ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କ ଏହି ଘାତକ ଭୂତାଣୁ ଯୋଗୁଁ ମୃତ୍ୟୁ ହୋଇଛି । ତେବେ ଏବେ ମଧ୍ୟ କରୋନା ଦ୍ୱାରା … Continue reading ଭୟଙ୍କର ଭୂତାଣୁ କରୋନା ଯୋଗୁଁ ଆମେରିକାରେ ମୃତକଙ୍କ ସଂଖ୍ୟା ସର୍ବାଧିକ, ତୃତୀୟ ସ୍ଥାନରେ ଭାରତ
Copy and paste this URL into your WordPress site to embed
Copy and paste this code into your site to embed