ଲକ୍‌ଡାଉନ୍ ବଢିବ ? ପିଏମ୍-ସିଏମ୍ ମିଟିଂରୁ ମିଳିଲା ସଂକେତ

ନୂଆଦିଲ୍ଲୀ: କ’ଣ ଲକଡାଉନ୍ ଅବଧି ପୁଣି ବଢିବ ? କ’ଣ ମଙ୍ଗଳବାର ପୁଣି ଥରେ ଲକଡାଉନ୍ ବଢୁଛି ବୋଲି କେନ୍ଦ୍ର ସରକାର ଘୋଷଣା କରିବେ ? ଏହି ପ୍ରଶ୍ନ ଓ ଆଶଙ୍କା ଏଥିପାଇଁ ଉତ୍ପନ୍ନ ହେଉଛି ଯେ, ସୋମବାର ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀମାନଙ୍କ ଆଲୋଚନା କାଳରେ କରୋନା ମୁକାବିଲା ରଣନୀତି ଉପରେ ଚର୍ଚ୍ଚା ସମୟରେ କିଛି ମୁଖ୍ୟମନ୍ତ୍ରୀ ଲକଡାଉନ୍ ଅବଧି ବଢାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ସବୁଠୁ ବଡ଼ କଥା ହେଉଛି, ଲକଡାଉନ୍ ବଢ଼ାଇବା ପାଇଁ … Continue reading ଲକ୍‌ଡାଉନ୍ ବଢିବ ? ପିଏମ୍-ସିଏମ୍ ମିଟିଂରୁ ମିଳିଲା ସଂକେତ