ନିରାଶ କଲା କୋଭିସିଲ୍ଡ,, ଆଶା ସଂଚାର କଲା କୋଭାକ୍ସିନ୍
ଭୁବନେଶ୍ୱର: ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । କିନ୍ତୁ କରୋନା ଲଢ଼େଇ କେତେ ଦିନ ଚାଲିବ, ତା’ର କିଛି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ । କୁହାଯାଉଥିଲା ଚଳିତବର୍ଷ ଶେଷଭାଗରେ ବଜାରକୁ କରୋନା ଟିକା ଆସିଯିବ। ହେଲେ ନିରାଶ କରିଛି ଅକ୍ସଫୋର୍ଡ ପ୍ରସ୍ତୁତ ଟିକା । ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଏହାର ବାକି ପରୀକ୍ଷା ବନ୍ଦ ଥିବାବେଳେ ଆଶା ସଞ୍ଚାର କରିଛି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରାଯାଉଥିବା କୋଭାକ୍ସିନ । ଏହାର ପରୀକ୍ଷା ଭାରତରେ ଚାଲିବ ବୋଲି ସମ୍ … Continue reading ନିରାଶ କଲା କୋଭିସିଲ୍ଡ,, ଆଶା ସଂଚାର କଲା କୋଭାକ୍ସିନ୍
Copy and paste this URL into your WordPress site to embed
Copy and paste this code into your site to embed