ଭୁବନେଶ୍ୱର : ଓଡ଼ିଶାର ଜଂଗଲ ଓ ପାଣିପାଗ ସହ ନିଜକୁ ଖାପ ଖୁଆଇ ପାରିଲାନି ସୁନ୍ଦରୀ । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶନାମା ଅନୁସାରେ ବାଘୁଣୀ ସୁନ୍ଦରୀକୁ ମଧ୍ୟ ରଖାଗଲା ନାହିଁ । ଏବେ ନିଷ୍ପତ୍ତି ହୋଇଛି ଯେ, ଯେଉଁଠୁ ଆସିଥିଲା ବାଘୁଣୀ ସୁନ୍ଦରୀ, ସେଇଠିକୁ ଅର୍ଥାତ୍ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ସେ ଫେରିଯିବ । ଦେଶର ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ବାତିଲ୍ କରିବାକୁ NCTA ଚିନ୍ତା କରୁଥିବା ଜଣାପଡ଼ିଛି । … Continue reading ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ସୂଚନା, ଓଡ଼ିଶା ଛାଡ଼ିବ ବାଘୁଣୀ ସୁନ୍ଦରୀ । ମହାବୀରକୁ ଶିକାରୀ ମାରିଥିବା ଅଭିଯୋଗ
Copy and paste this URL into your WordPress site to embed
Copy and paste this code into your site to embed