ନୂଆଦିଲ୍ଲୀ. ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଆଶ୍ୱସ୍ତିର ଖବର ହେଉଛି ଦେଶରେ ସୁସ୍ଥତା ହାର ପାଖାପାଖି ୬୫ ପ୍ରତିଶତ ଛୁଇଁଛି । ବୈଜ୍ଞାନିକଙ୍କ କହିବା ହେଉଛି ଦିଲ୍ଲୀ ତଥା ଆଖାପାଖ ଅଂଚଳେ ୩୦ ପ୍ରତିଶତରୁ ଅଧିକ ଲୋକ କରୋନା ସଂକ୍ରଣମଣର ଶିକାର ହୋଇଛନ୍ତି । ଫଳରେ ତିନି ମାସ ମଧ୍ୟରେ ହର୍ଡ ଇମ୍ୟୁନିଟି ତିଆରି ହୋଇଯିବ ବୋଲି ବୈଜ୍ଞାନିକଙ୍କ ଆଶା । ଏଭଳି ଆଶା କରାଯାଉଛି ଯେ,କରୋନା ଟିକା … Continue reading Coronavirus: ଭ୍ୟାକ୍ସିନ୍ ଆସିବା ଆଗରୁ ଭାରତରେ ତିଆରି ହୋଇ ସାରିଥିବ ହର୍ଡ ଇମ୍ୟୁନିଟି ? ଜାଣନ୍ତୁ କ’ଣ କହୁଛି ସ୍ୱାସ୍ଥ୍ୟ ବିଭାଗ
Copy and paste this URL into your WordPress site to embed
Copy and paste this code into your site to embed