ନୂଆ ରୂପରେ ଭୟଙ୍କର ହେଉଛି କରୋନା ଭୂତାଣୁ, ଯାହା ଲୋକଙ୍କୁ ଶୀଘ୍ର କରୁଛି ସଂକ୍ରମିତ

ନୂଆଦିଲ୍ଲୀ: କରୋନା ପାଇଁ ଏବେ ସାରା ବିଶ୍ୱ ଥର ହର ହେଉଛି । କରୋନାକୁ ନେଇ ଭୟ ଏବ ସମସ୍ତଙ୍କ ମନରେ । କରୋନା ସଂକ୍ରମଣ ପୁରା ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ତେବେ କରୋନାକୁ ନେଇ ଆଉ ଏକ ବଡ଼ ତଥ୍ୟ ମିଳିଛି । ଅନୁସନ୍ଧାନ କାରୀମାନଙ୍କର ଏକ ଆନ୍ତର୍ଜାତୀୟ ଦଳ କରୋନା ଭୂତାଣୁ ବିଷୟରେ ନୂଆ ସୂଚନା ଗ୍ରହଣ କରିଛନ୍ତି । ବିଶ୍ୱ ସ୍ତରୀୟ ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନା … Continue reading ନୂଆ ରୂପରେ ଭୟଙ୍କର ହେଉଛି କରୋନା ଭୂତାଣୁ, ଯାହା ଲୋକଙ୍କୁ ଶୀଘ୍ର କରୁଛି ସଂକ୍ରମିତ