ଦେଶରେ ୭୮ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଦେଶରେ ୭୮ହଜାର ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମୃତ୍ୟୁ ସଂଖ୍ୟା ୨୫ଶହ ପାର ହୋଇଛି । ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ ଓ ଦିଲ୍ଲୀ ଭଳି ମହାନଗରୀରେ ବଢିବାରେ ଲାଗିଛି କରୋନା କାୟା। ଗତ ୨୪ ଘଣ୍ଟା ମଧ୍ୟରେ ୩ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୪ଶହରୁ ଅଧିକ ମାମଲା କେବଳ ମହାରାଷ୍ଟ୍ରରୁ ଆସିଛି । ଫଳରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୫ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୫୪ ଜଣଙ୍କ ମୃତ୍ୟୁ ହୋଇଛି … Continue reading ଦେଶରେ ୭୮ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା
Copy and paste this URL into your WordPress site to embed
Copy and paste this code into your site to embed