ଅନିୟନ୍ତ୍ରିତ ସଂକ୍ରମଣ: କରୋନାକୁ ନେଇ WHO ଦେଲା ଏମିତି ତଥ୍ୟ,ଯାହା ଭୟାନକ
ନୂଆଦିଲ୍ଲୀ: ପୂରା ବିଶ୍ୱରେ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ୨୦ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ । WHO କହିଛି ଯେ ଗୋଟିଏ ସଫଳ ଟିକା ମିଳିବା ଏବଂ ତାହା ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବାକୁ ସମୟ ଲାଗିବ । ସେ ପର୍ଯ୍ୟନ୍ତ ପ୍ରାୟ ୨୦ଲକ୍ଷ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି । WHO କହିଛି ଯେ, ଆମେ ବର୍ତ୍ତମାନ ଏ ମାହାମାରୀ କବଳରୁ କୌଣସି ପ୍ରକାରେ ବାହାରି ପାରିବା ନାହିଁ । … Continue reading ଅନିୟନ୍ତ୍ରିତ ସଂକ୍ରମଣ: କରୋନାକୁ ନେଇ WHO ଦେଲା ଏମିତି ତଥ୍ୟ,ଯାହା ଭୟାନକ
Copy and paste this URL into your WordPress site to embed
Copy and paste this code into your site to embed