ବିଶେଷଜ୍ଞଙ୍କ ମତ ଅକ୍ଟୋବରରେ ପିକ୍‌ ଛୁଇଁବ କରୋନା, ଆଉ ତା’ପରେ…

ଭୁବନେଶ୍ୱର: ଦେଶରେ କରୋନା ମୃତ୍ୟୁ ହାର ଖୁବ୍ କମ ଥିବା ବେଳେ ପ୍ରଥମ ତିନିଟି ରାଜ୍ୟ ମଧ୍ୟରେ ସାମିଲ ଅଛି ଓଡ଼ିଶା । ଆସାମ ଓ କେରଳ ପରେ ଓଡିଶା ତାଲିକାର ତୃତୀୟ ସ୍ଥାନରେ ରହିଛି । ଏହି ତଥ୍ୟ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହି ତିନି ରାଜ୍ୟରେ କରୋନା ମୃତ୍ୟୁହାର ଜାତୀୟ ହାର ତୁଳନାରେ ବେଶ୍ କମ ରହିଛି । ଜାତୀୟ ସ୍ତରରେ ମୃତ୍ୟୁହାର ୧ ଦଶମିକ ୭୦ … Continue reading ବିଶେଷଜ୍ଞଙ୍କ ମତ ଅକ୍ଟୋବରରେ ପିକ୍‌ ଛୁଇଁବ କରୋନା, ଆଉ ତା’ପରେ…