ରାଜଧାନୀରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ ମାମଲା

ଭୁବନେଶ୍ୱର: କଟକଣା କୋହଳ ହେବା ସହ ରାଜଧାନୀ ଭୁବନେଶ୍ୱରରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ତେବେ, କ୍ୱାରେଣ୍ଟାଇନ୍ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଯାହା ଚିନ୍ତା ବଢ଼ାଇଲାଣି । ବିଏମସି ଜାରି କରୁଥିବା ପ୍ରତିଦିନର ତଥ୍ୟ ଏମିତି ହିଁ କିଛି କହୁଛି । ଗତ ସପ୍ତାହେ ମଧ୍ୟରେ ରାଜଧାନୀରୁ ୧୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ୩୭ଟି ସଂକ୍ରମଣ ମାମଲା ହୋମ୍ କ୍ୱାରେଣ୍ଟାଇନ୍ ହୋଇଥିବା ବେଳେ ଅବଶିଷ୍ଟ ୮୯ଟି … Continue reading ରାଜଧାନୀରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ ମାମଲା