ଆଜିଠାରୁ କେଉଁଠାକୁ ଚାଲିଲା ଟ୍ରେନ୍ ? କିଏ ଟ୍ରେନରେ ଯାତ୍ରା କରିପାରିବେ ?
ନୂଆଦିଲ୍ଲୀ: କେନ୍ଦ୍ର ସରକାର କରୋନା ଭାଇରସ ଲକଡାଉନ୍ କାରଣରୁ ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ନିଜ ରାଜ୍ୟରେ ପହଂଚାଇବା ପାଇଁ ଆଜିଠାରୁ ଶ୍ରମିକ ସ୍ପେଶାଲ ଟ୍ରେନ ସଂଚାଳନ ଅନୁମତି ଦେଇଛନ୍ତି । ଏହି ଟ୍ରେନ୍ ଦ୍ୱାରା ଅନ୍ୟ ରାଜ୍ୟରେ ଅଟକି ରହିଥିବା ଛାତ୍ର ଓ ଶ୍ରମିକ ନିଜ ରାଜ୍ୟକୁ ଫେରି ପାରିବେ । ଏହି କ୍ରମରେ ପ୍ରଥମ ଟ୍ରେନ୍ ତେଲେଙ୍ଗାନାରୁ ଝାଡଖଣ୍ଡ ଯାତ୍ରା କରିଛି । କାହାକୁ ମିଳିବ ଯାତ୍ରା ଅନୁମତି ? କେବଳ ସେହି … Continue reading ଆଜିଠାରୁ କେଉଁଠାକୁ ଚାଲିଲା ଟ୍ରେନ୍ ? କିଏ ଟ୍ରେନରେ ଯାତ୍ରା କରିପାରିବେ ?
Copy and paste this URL into your WordPress site to embed
Copy and paste this code into your site to embed