ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧାଙ୍କ ଆତଙ୍କରାଜ ଘଟଣା, ୧୮ ଗିରଫ
ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରେ ହରର୍ । ଫିଲ୍ମ ଷ୍ଟାଇଲରେ ଏଣ୍ଟ୍ରି । ମୁଖାପିନ୍ଧି ପ୍ରାୟ ଅଧ ଘଣ୍ଟାର ଆତଙ୍କ । ଗୋଡ଼ାଇଲେ ଯାହାକୁ ପାଇଲେ ପିଟିଲେ, ଉଠାଦୋକାନୀଙ୍କ ଦୋକାନ ବି ଭାଙ୍ଗିଲେ । ରାଜଧାନୀର ଶୁକ୍ରବାର ସନ୍ଧ୍ୟା ଥିଲା କିଛି ଏମିତି । ମୁଖାଧାରୀ ଦୁର୍ବୃତ୍ତଙ୍କ ଆତଙ୍କରାଜରେ ଥରି ଉଠିଥିଲା ରାଜଧାନୀର ଛାତି ।ମାର୍କେଟରେ ଗୁଣ୍ଡାରାଜ୍ ଘଟଣାରେ କମିଶନରେଟ୍ ପୋଲିସ ଗତକାଲି ୨ ଜଣଙ୍କୁ ଗିରଫ କରିଥିଲା । ଆଉ ଆଜି ୧୬ ଜଣଙ୍କୁ ଗିରଫ କରିଥିବା … Continue reading ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧାଙ୍କ ଆତଙ୍କରାଜ ଘଟଣା, ୧୮ ଗିରଫ
Copy and paste this URL into your WordPress site to embed
Copy and paste this code into your site to embed