ଖୋଲିବ ଆକାଶଙ୍କ ଅନ୍ଧାରୀ ଇଲାକା, ରିମାଣ୍ଡରେ ନେବ କମିସନରେଟ ପୋଲିସ
ଭୁବନେଶ୍ବର: ଆକାଶଙ୍କ ଠକେଇ ଚକ୍ରବ୍ୟୂହର ଖୋଲିବ ଗୁମର । ଜାଲି ଦସ୍ତଖତର ତଦନ୍ତ କରିବ କମିଶନରେଟ ପୋଲିସ । ରିମାଣ୍ଡରେ ନେବାକୁ ଏସଡିଜେଏମ କୋର୍ଟଙ୍କୁ ଅବଗତ କରିଛି କମିଶନରେଟ ପୋଲିସ । ଆକାଶଙ୍କ ବିରୋଧରେ ଠକେଇ ମାମଲା ଥିବା ନେଇ ଖାରବେଳ ନଗର ଥାନା ପୋଲିସ ଜଣାଇଛି । ସେପଟେ ଆକାଶକୁ ରିମାଣ୍ଡରେ ନେବାକୁ ଦିନେ କିମ୍ବା ଦୁଇ ଦିନ ଭିତରେ ଆବେଦନ କରିବ କମିସନରେଟ ପୋଲିସ । ଏନଇ ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟକୁ ଅବଗତ କରିଛି … Continue reading ଖୋଲିବ ଆକାଶଙ୍କ ଅନ୍ଧାରୀ ଇଲାକା, ରିମାଣ୍ଡରେ ନେବ କମିସନରେଟ ପୋଲିସ
Copy and paste this URL into your WordPress site to embed
Copy and paste this code into your site to embed