କରୋନା ଯୋଗୁଁ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ମିଳିବ ସରକାରୀ ଚାକିରି
କୋଲକାତା: କରୋନା ଯୁଦ୍ଧରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ମିଳିବ ସରକାରୀ ଚାକିରି । ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ଯେଉଁ କର୍ମଚାରୀ ପ୍ରାଣ ହରାଇଥିବେ ତାଙ୍କ ପରିବାର ଲୋକେ ହିଁ ଏହି ସୁବିଧା ପାଇପାରିବେ । ବାନାର୍ଜୀ କହିଛନ୍ତି ଯେ, କରୋନା ଭୂତାଣୁ ସଂକ୍ରମଣ ହେତୁ ରାଜ୍ୟ ସରକାରଙ୍କ ୧୨ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତ କର୍ମଚାରୀ, ଡାକ୍ତର, ପୋଲିସ କର୍ମଚାରୀ ଏବଂ … Continue reading କରୋନା ଯୋଗୁଁ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ମିଳିବ ସରକାରୀ ଚାକିରି
Copy and paste this URL into your WordPress site to embed
Copy and paste this code into your site to embed