ବିଜୁଙ୍କ ଜିବନୀକୁ ନେଇ କମିକ୍ସ ବୁକ୍ ‘ଆଡଭେଞ୍ଚର୍ସ ଅଫ୍ ଡେୟାର ଡେଭିଲ ଡେମୋକ୍ରାଟ୍’

ଭୁବନେଶ୍ୱର: ବିଜୁ ପଟ୍ଟନାୟଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି କମିକ୍ସ ବୁକ୍ ଡେୟାର ଡେଭିଲ୍ ଡେମୋକ୍ରାଟ୍ । କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ହୋଟେଲ ମେ ଫେୟାରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେଇଥିଲେ । ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କୁ କିମ୍ବଦନ୍ତୀ ଭାବେ ବର୍ଣ୍ଣନା କରିଥିଲେ । ୧୦୪ ତମ ଜନ୍ମ ଦିନରେ ତାଙ୍କ ସ୍ମୃତିକୁ ସ୍ନେହରେ … Continue reading ବିଜୁଙ୍କ ଜିବନୀକୁ ନେଇ କମିକ୍ସ ବୁକ୍ ‘ଆଡଭେଞ୍ଚର୍ସ ଅଫ୍ ଡେୟାର ଡେଭିଲ ଡେମୋକ୍ରାଟ୍’