ଗାନ୍ଧି ଜୟନ୍ତୀରୁ ଲୋକଙ୍କୁ ଆଉ ଦୌଡ଼ିବାକୁ ପଡ଼ିବନି ସରକାରୀ ଅଫିସ୍
ଭୁବନେଶ୍ୱର: ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କ ପ୍ରୟାସ । 5Tରେ ୮ଟି ବୈଷୟିକ ସମାଧାନ ପନ୍ଥା ସାମିଲ୍ ହୋଇଛି । ଗୃହ, ସାଧାରଣ ପ୍ରଶାସନ ଓ ପେନସନ ଅଭିଯୋଗ ସମତେ ଅନଲାଇନ୍ ସେବା ପ୍ରଦାନରେ ସୁଧାର ଆସିବ । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ସୁଦ୍ଧା ସମସ୍ତ ବିଭାଗର ସେବା ଅଲନାଇନରେ ମିଳିବ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ପେସ୍ ଟେକ୍ନୋଲୋଜି ଭୁବନେଶ୍ୱରର ସରକାରୀ ଜମିର ସୁରକ୍ଷା କରୁଛି । ସରକାର … Continue reading ଗାନ୍ଧି ଜୟନ୍ତୀରୁ ଲୋକଙ୍କୁ ଆଉ ଦୌଡ଼ିବାକୁ ପଡ଼ିବନି ସରକାରୀ ଅଫିସ୍
Copy and paste this URL into your WordPress site to embed
Copy and paste this code into your site to embed