ବିହାର ନିର୍ବାଚନ: ଜେଡିୟୁ ଓ ସହଯୋଗୀଙ୍କୁ ୧୨୨, ଭାଜପା ଓ ସହଯୋଗୀଙ୍କୁ ୧୨୧ ଆସନ

ପାଟନା : ବହୁ ପ୍ରତୀକ୍ଷିତ ବିହାର ବିଧାନସଭା ପାଇଁ ଶାସକ ମେଣ୍ଟ ଜେଡିୟୁ ଏବଂ ବିଜେପି ମଧ୍ୟରେ ଆସନ ବୁଝାମଣା ହୋଇଛି । ବିଜେପି ଏବଂ ତାର ସହଯୋଗୀ ୧୨୧ ଆସନରେ ଲଢିବ । ସେହିପରି ଜେଡିୟୁ ଏବଂ ଏହାର ସହଯୋଗୀ ୧୨୨ ଆସନରେ ଲଢିବେ ବୋଲି ସ୍ଥିର ହୋଇଛି । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଦୁଇ ପ୍ରମୁଖ ଦଳ ମଧ୍ୟରେ ୫୦ ପ୍ରତିଶତ ଲେଖାଏ ଆସନ ମିଳିଛି । ତେଣୁ ଅଧିକ ସଂଖ୍ୟକ … Continue reading ବିହାର ନିର୍ବାଚନ: ଜେଡିୟୁ ଓ ସହଯୋଗୀଙ୍କୁ ୧୨୨, ଭାଜପା ଓ ସହଯୋଗୀଙ୍କୁ ୧୨୧ ଆସନ