ଯୁବକଙ୍କୁ ନିର୍ମମଭାବେ ହତ୍ୟା କଲେ ବିଜେପି ନେତା: ଦୋଷରୁ ବଞ୍ଚିବା ପାଇଁ ନିଜ ଗାଡ଼ି ଉପରେ ଚଳାଇଲେ ଗୁଳି

ଝାଡ଼ଖଣ୍ଡ: ମଶୋଦପୁରର ମାନଗୋରେ ଶୁକ୍ରବାର ଘଟିଥିବା ହତ୍ୟାକାଣ୍ଡ ଘଟଣା ଖୁଲାସା କରିଛି ପୋଲିସ । ସମ୍ପୃକ୍ତ ମାମଲାରେ ବିଜେପି ନେତା ରାଜେଶ ସିଂହଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରିଛି । ତେବେ ମାମଲାରେ ମୋଟ ୮ ଜଣ ଅଭିଯୁକ୍ତ ଥିବା ବେଳେ ଅନ୍ୟ ୪ ଜଣଙ୍କୁ ଧରିବା ପାଇଁ ପୋଲିସ ଜୋରଦାର ଚଢ଼ାଉ କରୁଛି । ଘଟଣାନୁଯାୟୀ, ଶୁକ୍ରବାର କୁଖ୍ୟାତ ଅପରାଧୀ ଚିକ୍କି ଯାଦବଙ୍କୁ ହତ୍ୟା କରାଯାଇଥିଲା । ଅତ୍ୟନ୍ତ ବିବତ୍ସଭାବେ ତାଙ୍କୁ ହତ୍ୟା … Continue reading ଯୁବକଙ୍କୁ ନିର୍ମମଭାବେ ହତ୍ୟା କଲେ ବିଜେପି ନେତା: ଦୋଷରୁ ବଞ୍ଚିବା ପାଇଁ ନିଜ ଗାଡ଼ି ଉପରେ ଚଳାଇଲେ ଗୁଳି