କରୋନାକୁ ମାରିବାକୁ ବୈଜ୍ଞାନିକମାନେ ଖୋଜିଲେ ନୂଆ ଉପାୟ !
ବେଜିଂ: ଚୀନର ବୈଜ୍ଞାନିକମାନେ କରୋନା ଭାଇରସକୁ ମାରିବାକୁ ଉପାୟ ଖୋଜି ପାଇଛନ୍ତି । ଚୀନର ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ, ଗୋଟିଏ ଆଣ୍ଟିବଡି ମାଧ୍ୟମରେ କରୋନାକୁ ମାରିବା କଷ୍ଟକର, ତେଣୁ ଚାରିଟି ଆଣ୍ଟିବଡି ଏକାଠି ହୋଇ କରୋନାକୁ ହରାଇପାରିବେ । ଚାରିଟି ଆଣ୍ଟିବଡି ମିଳିତ ଭାବେ କରୋନା ଭାଇରସ୍ ଉପରେ ଆକ୍ରମଣ କରିବେ । ଏହା କରୋନା ଭାଇରସର ବାହ୍ୟ କଣ୍ଟା ଯୁକ୍ତ ସ୍ତରକୁ ନଷ୍ଟ ହୋଇଯିବ । ଏବଂ ଏହା ଆମ ଶରୀରର କୋଷଗୁଡ଼ିକରେ ଲାଗି … Continue reading କରୋନାକୁ ମାରିବାକୁ ବୈଜ୍ଞାନିକମାନେ ଖୋଜିଲେ ନୂଆ ଉପାୟ !
Copy and paste this URL into your WordPress site to embed
Copy and paste this code into your site to embed