ଆମେରିକାରେ ଚୀନ ଡାକ୍ତରଙ୍କ ଦୃଢୋକ୍ତି: ଉହାନର ଲ୍ୟାବରେ ହିଁ ପ୍ରସ୍ତୁତ ହୋଇଥିଲା କରୋନା ଭାଇରସ

ନୂଆଦିଲ୍ଲୀ: ଚୀନରେ ହିଁ ତିଆରି ହୋଇଛି କରୋନା ଭାଇରସ  । ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ଚୀନର ଜଣେ ଡାକ୍ତର  । ଜୀବନ ପ୍ରତି ବିପଦ ଥିବା ଯୋଗୁଁ ସେ ଚୀନରୁ ଆମେରିକା ପଳେଇଛନ୍ତି  । ତାଙ୍କ ନାଁ ଡକ୍ଟର ମେଙ୍ଗ ଲି ୟାନ  । ଉହାନର ଲ୍ୟାବରେ ହିଁ ଚୀନ ସରକାର କରୋନା ଭାଇରସ ତିଆରି କରିଥିଲେ । ଏଥିପାଇଁ ସେ ଖୁବଶୀଘ୍ର ପ୍ରମାଣ ଦେବେ ବୋଲି କହିଛନ୍ତି  । ଲି ୟାନ ହଙ୍ଗକଙ୍ଗ ବିଶ୍ୱବିଦ୍ୟାଳୟରେ … Continue reading ଆମେରିକାରେ ଚୀନ ଡାକ୍ତରଙ୍କ ଦୃଢୋକ୍ତି: ଉହାନର ଲ୍ୟାବରେ ହିଁ ପ୍ରସ୍ତୁତ ହୋଇଥିଲା କରୋନା ଭାଇରସ