ଚୀନ୍ ଏବଂ ପାକିସ୍ତାନକୁ ଟକ୍କର ଦେବା ପାଇଁ ଋଷ ଭାରତକୁ ଦେବ ଏହି ବିନାଶକାରୀ ଅସ୍ତ୍ର

ଗାଲଓ୍ୱାନ ଘାଟିରେ ୨୦ ଜଣ ଭାରତୀୟ ସୈନିକ ସହିଦ ହେବା ପରେ ଭାରତ ଏବଂ ଚୀନ୍‌ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ସୀମାରେ ପାକିସ୍ତାନ ଏବଂ ଚୀନ୍‌ର ଏଭଳି କାର୍ଯ୍ୟକୁ ଜବାବ ଦେବା ପାଇଁ ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନର ଅତ୍ୟଧିକ ଆବଶ୍ୟକତା ରହିଛି । ଏହି ଆହ୍ୱାନର ମୁକାବିଲା ପାଇଁ ଭାରତୀୟ ବାୟୁସେନା ଋଷ ଠାରୁ ୨୧ ଟି ନୂଆ ମିଗ୍ -୨୯ ଏବଂ ୧୨ ଟି ସୁଖୋଇ -୩୦ ଏମକେଆଇ କିଣିବା ପାଇଁ … Continue reading ଚୀନ୍ ଏବଂ ପାକିସ୍ତାନକୁ ଟକ୍କର ଦେବା ପାଇଁ ଋଷ ଭାରତକୁ ଦେବ ଏହି ବିନାଶକାରୀ ଅସ୍ତ୍ର