ମାଂସରେ କରୋନା ଭୂତାଣୁ… କିଛି ଦିନ ବ୍ୟାନ କରିବାକୁ ସରକାରଙ୍କ ନିର୍ଦ୍ଦେଶ

ଜିନାନ: ଗୋ ମାଂସରେ ରହିଛି କରୋନା ଭାଇରସ । ଚୀନର ଜିନାନ ସହରରେ ଗୋ ମାଂସ ସହ ଅନ୍ୟ କିଛି ପ୍ୟାକେଟ ମାଂସରେ କରୋନା ଭାଇରସ ଥିବା ଜଣାପଡିଛି । ବ୍ରାଜିଲ, ନ୍ୟୁଜିଲାଣ୍ଡ ଓ ବାଲିଭିଆରୁ ଏହି ପ୍ୟାକେଟ ଖାଦ୍ୟ ରପ୍ତାନୀ ହେଉଛି । ଏନେଇ ଜିନାନର ମ୍ୟୁନିସିପାଲ କର୍ପୋରେସନ ସରକାରଙ୍କୁ ଜଣାଇଛନ୍ତି । ଏହି ଖାଦ୍ୟ ଖାଉଥିବା ଲୋକ ଏବଂ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କର ନେଗେଟିଭ ରିପୋର୍ଟ ଆସିଛି … Continue reading ମାଂସରେ କରୋନା ଭୂତାଣୁ… କିଛି ଦିନ ବ୍ୟାନ କରିବାକୁ ସରକାରଙ୍କ ନିର୍ଦ୍ଦେଶ