ଚୀନରୁ ବ୍ୟାପିପାରେ କରୋନା ଠାରୁ ଆହୁରି ଭୟଙ୍କର ଭାଇରସ୍, ବୈଜ୍ଞାନିକ କହିଲେ କାରଣ…

ନୂଆଦିଲ୍ଲୀ: କେବଳ କରୋନା ନୁହେଁ କରୋନାଠୁ ଆହୁରି ଭୟଙ୍କର ଭାଇରସ ବ୍ୟାପିପାରେ ଚୀନରୁ । ଏନେଇ ଦୁନିଆର ପ୍ରମୁଖ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି । ଚୀନ ଯେଉଁ ପରିବେଶରେ କାମ କରୁଛି ସେଥରୁ କରୋନା ଠାରୁ ଭୟଙ୍କର ଭାଇରସ୍ ସୃଷ୍ଟି ହୋଇପାରେ । ଏବଂ ଏହା ମଣିଷଠୁ ମଣିଷକୁ ବ୍ୟାପିପାରେ । ୱାର୍ଲ୍ଡ ଆନିମଲ ପ୍ରୋଟେକ୍ସନ ସଂସ୍ଥା ସହ କାମ କରୁଥିବା ବୈଜ୍ଞାନିକ କେଟ୍ ବ୍ଲେସଜୈକ କହିଛନ୍ତି- ଚୀନ ଆକ୍ରାମଣାତ୍ମକ ଭାବେ ଚାଷ କରୁଛି । ଯେଉଁଥିରୁ … Continue reading ଚୀନରୁ ବ୍ୟାପିପାରେ କରୋନା ଠାରୁ ଆହୁରି ଭୟଙ୍କର ଭାଇରସ୍, ବୈଜ୍ଞାନିକ କହିଲେ କାରଣ…