ବିଶ୍ୱକୁ କରୋନା ଭାଇରସ୍‌ରୁ ମୁକ୍ତ କରିବା ପାଇଁ ଚୀନ୍‌ର ୨ଟି ବଡ଼ ନିଷ୍ପତ୍ତି

କରୋନା ଠାରୁ ବିଶ୍ୱକୁ ମୁକ୍ତ କରିବା ପାଇଁ ଚୀନ୍ ଦୁଇଟି ପ୍ରମୁଖ ନିଷ୍ପତ୍ତି ଘୋଷଣା କରିଛି । ଏଏଫ୍‌ପି ରିପୋର୍ଟ ଅନୁଯାୟୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସୋମବାର ଦିନ କହିଛନ୍ତି ଯେ ଚୀନ୍ ଦ୍ୱାରା ପ୍ରସ୍ତୁତ କରୋନା ଟୀକା ସମଗ୍ର ବିଶ୍ୱରେ ଉପଲବ୍ଧ ହେବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି ସି ଜିନପିଙ୍ଗ ଏହା ମଧ୍ୟ କହିଛନ୍ତି ଯେ କରୋନା ଭାଇରସ୍‌ ବିରୋଧରେ ହେଉଥିବା ଲଢ଼େଇରେ ଚୀନ୍ ୨ ବିଲିୟନ ଡଲାର … Continue reading ବିଶ୍ୱକୁ କରୋନା ଭାଇରସ୍‌ରୁ ମୁକ୍ତ କରିବା ପାଇଁ ଚୀନ୍‌ର ୨ଟି ବଡ଼ ନିଷ୍ପତ୍ତି