ବିଶାଖାପାଟଣାରେ ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ୮ ମୃତ, ପ୍ରାୟ ୫ ହଜାର ଲୋକ ଅସୁସ୍ଥ
ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ କେ ଆରଏସ୍ ଭେଙ୍କଟାପୁରମ୍ ଠାରେ ଥିବା ଏଲଜି ପଲିମର ଇଣ୍ଡଷ୍ଟ୍ରିର ଏକ ଫାର୍ମା କମ୍ପାନୀରେ ରାସାୟନିକ ଗ୍ୟାସ୍ ଲିକ୍ ହୋଇଛି । ଏହା ପରେ ସମଗ୍ର ସହରରେ ଭୟର ବାତାବରଣ ଦେଖାଦେଇଛି | ପରିସ୍ଥିତି ଏପର୍ଯ୍ୟନ୍ତ ନିୟନ୍ତ୍ରଣରେ ଆସିନାହିଁ। ସ୍ଥାନୀୟ ପ୍ରଶାସନ ଏବଂ ନୌସେନା କାରଖାନା ନିକଟ ଗ୍ରାମଗୁଡିକୁ ସ୍ଥାନାନ୍ତର କରିଛନ୍ତି । ଘଟଣାସ୍ଥଳରେ ପରିସ୍ଥିତି ଗମ୍ଭୀର ହେବାକୁ ଲାଗିଛି । ଏମିତିକି ଲୋକମାନେ ଅଚେତ ହୋଇ ରାସ୍ତା ଉପରେ ପଡ଼ିଯାଉଥିବା … Continue reading ବିଶାଖାପାଟଣାରେ ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ୮ ମୃତ, ପ୍ରାୟ ୫ ହଜାର ଲୋକ ଅସୁସ୍ଥ
Copy and paste this URL into your WordPress site to embed
Copy and paste this code into your site to embed