ଅନଲକ୍ -୩ ଗାଇଡ୍ ଲାଇନ୍ ଜାରି : ସର୍ତ୍ତ ସହ ଖୋଲିବ ଜିମ୍,ଖୋଲିବନି ସିନେମା କି ସ୍କୁଲ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ବୁଧବାର ଦିନ ଅନଲକ୍ ୩ ଗାଇଡଲାଇନ୍ ଜାରି କରାଯାଇଛି । ଅନଲକ ୩ରେ ଏଥର କଣ୍ଟେନମେଣ୍ଟ୍ ଜୋନ୍ ବାହାରେ ଆଉ କିଛି ଗତିବିଧିକୁ ଅନୁମତି ମିଳିଛି । ତେବେ ୩୧ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ କଣ୍ଟେନମେଣ୍ଟ୍ ଜୋନରେ କଠୋର ଲକଡାଉନ୍ ଲାଗୁ ରହିବ । ଅର୍ଥାତ ଅନଲକ୍-୩ରେ କଣ୍ଟେନମେଣ୍ଟ୍ ଜୋନକୁ କୌଣସି ରିହାତି ମିଳିବ ନାହିଁ । ଅନଲକ୍ ୩ରେ ସିନେମା ହଲକୁ ଖୋଲିବାକୁ ଅନୁମତି ମିଳିନାହିଁ । ତେବେ ଜିମ୍ … Continue reading ଅନଲକ୍ -୩ ଗାଇଡ୍ ଲାଇନ୍ ଜାରି : ସର୍ତ୍ତ ସହ ଖୋଲିବ ଜିମ୍,ଖୋଲିବନି ସିନେମା କି ସ୍କୁଲ
Copy and paste this URL into your WordPress site to embed
Copy and paste this code into your site to embed