କରୋନା ଭାଇରସ ସଂକ୍ରମଣ ରୋକିବାକୁ ଘୁଞ୍ଚିଲା ସିବିଏସଇ ଏବଂ ଆଇସିଏସଇ ପରୀକ୍ଷା
ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ରୋକିବାକୁ ଘୁଞ୍ଚିଲା ପରୀକ୍ଷା । ସ୍ଥଗିତ ରହିଲା ସିବିଏସଇ ଏବଂ ଆଇସିଏସଇ ପରୀକ୍ଷା । ମାର୍ଚ୍ଚ ୩୧ ତାରିଖ ପରେ ବୋର୍ଡ ନେବ ନିଷ୍ପତ୍ତି । ଶିକ୍ଷକମାନେ ସ୍କୁଲ ନଆସି ଘରେ ରହିବେ । ଆବଶ୍ୟକ ପଡିଲେ ସ୍କୁଲ ଆସିବା ପାଇଁ ନିର୍ଦ୍ଦେଶମାନା ଜାରି କରାଯାଇଛି । ପ୍ରଥମେ ଜୀବନ ତାପରେ ପରୀକ୍ଷା । ଏଭଳି ଚିନ୍ତା କରିଛନ୍ତି ସିବିଏସଇ ଓ ଆଇସିଏସଇ ବୋର୍ଡ । କରୋନା ଭାଇରସ ସଂକ୍ରମଣକୁ ରୋକିବା … Continue reading କରୋନା ଭାଇରସ ସଂକ୍ରମଣ ରୋକିବାକୁ ଘୁଞ୍ଚିଲା ସିବିଏସଇ ଏବଂ ଆଇସିଏସଇ ପରୀକ୍ଷା
Copy and paste this URL into your WordPress site to embed
Copy and paste this code into your site to embed