ରାସ୍ତାରେ ମହିଳା ଡାକ୍ତରଙ୍କର ସ୍କୁଟି ଖରାପ ହେଲା, ଭଉଣୀଙ୍କୁ କଲ୍ ପରେ ଫୋନ୍ ସ୍ୱିଚ୍ ଅଫ୍ । ସକାଳେ ମିଳିଲା ଅଧାଜଳା ମୃତଦେହ

ହାଇଦ୍ରାବାଦ : ଡାକ୍ତରଖାନାରୁ ଘରକୁ ଫେରୁଥିଲେ । ରାତି ପ୍ରାୟ ୧୧ଟା ହେବ । ଭଉଣୀଙ୍କୁ ଫୋନ୍ କଲେ ମଝି ରାସ୍ତାରେ । କହିଲେ, ସ୍କୁଟିର ଟାୟାର ପଙ୍କଚର୍ ହୋଇଯାଇଛି । ମୋତେ କାହିଁ ଡର ଲାଗୁଛି ଭଉଣୀ । ସାନ ଭଉଣୀ କହିଲା, ତୁ ବ୍ୟସ୍ତ ହଅନା । ଆମେ ପହଞ୍ଚୁଛୁ । ବାସ୍, ତା ପରେ ଫୋନ୍ ସୁଇଚ୍ ଅଫ୍ ହୋଇଗଲା । ଯେଉଁ ସ୍ଥାନରୁ ସେ କଲ୍ କରିଥିଲା ସେଠାରେ ବି ସେ … Continue reading ରାସ୍ତାରେ ମହିଳା ଡାକ୍ତରଙ୍କର ସ୍କୁଟି ଖରାପ ହେଲା, ଭଉଣୀଙ୍କୁ କଲ୍ ପରେ ଫୋନ୍ ସ୍ୱିଚ୍ ଅଫ୍ । ସକାଳେ ମିଳିଲା ଅଧାଜଳା ମୃତଦେହ