ଭଗବାନ ଜଗନ୍ନାଥଙ୍କ ରଥଯାତ୍ରାକୁ ତବଲିଗି ଜମାତ୍ ସହ ତୁଳନା କରି ଟ୍ରୋଲ୍ ହେଲେ ବଲିଉଡ୍ ନିର୍ଦ୍ଦେଶକ ହଂସଲ ମେହଟ୍ଟା

ମୁମ୍ବାଇ:  ହେବ କି ହେବ ନାହିଁ । ଏମିତି ଅନେକ ଆଶା ଆଶଙ୍କା ଭିତରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । କରୋନା କାରଣରୁ ରଥଯାତ୍ରା ଆୟୋଜନକୁ ନେଇ ଆଶଙ୍କା ଥିଲା । ତେବେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଅନେକ ପ୍ରତିବନ୍ଧକ ଭିତରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । କିନ୍ତୁ ପୁରୀରେ ରଥଯାତ୍ରା ଆୟୋଜନକୁ ନେଇ ଧର୍ମନିରପେକ୍ଷତାର ତଥାକଥିତ ସ୍ୱୟମ୍ଭୁ ଠିକାଦାର ବଲିଉଡ୍ ନିର୍ଦ୍ଦେଶକ ହଂସଲ ମେହଟା ଏମିତି କିଛି କମେଣ୍ଟ୍ କରିଛନ୍ତି ଯାହାକୁ ନେଇ ଏବେ ତାଙ୍କୁ … Continue reading ଭଗବାନ ଜଗନ୍ନାଥଙ୍କ ରଥଯାତ୍ରାକୁ ତବଲିଗି ଜମାତ୍ ସହ ତୁଳନା କରି ଟ୍ରୋଲ୍ ହେଲେ ବଲିଉଡ୍ ନିର୍ଦ୍ଦେଶକ ହଂସଲ ମେହଟ୍ଟା