ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ‘କରୋନା ସଂକ୍ରମିତ ହେଲେ ମମତାଙ୍କୁ ଆଲିଙ୍ଗନ କରିବି’

କୋଲକାତା: ପଶ୍ଚିମବଙ୍ଗର କ୍ଷମତାସୀନ  ତୃଣମୂଳ କଂଗ୍ରେସର ପୂର୍ବତନ ନେତା ତଥା ବିଜେପି ମହାସଚିବଙ୍କ ବିବାଦୀୟ ମନ୍ତବ୍ୟ । ମହାସଚିବ ଅନୁପମ ହାଜ୍ରା କହିଛନ୍ତି ଯେ, ଯଦି କରୋନା ଆକ୍ରାନ୍ତ ହେବେ ତା’ହେଲେ ସେ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବେ ବୋଲି କହିଛନ୍ତି । ପୂର୍ବରୁ ଟିଏମ୍‌ସି ସାଂସଦ ରହିସାରିଥିବା ହାଜ୍ରା ଦକ୍ଷିଣା ୨୪ ପ୍ରଗଣା ଜିଲ୍ଲାର ବାରୁପୁରରେ ସେ ଦଳୀୟ କର୍ମୀଙ୍କ ଏକ ବୈଠକରେ ଯୋଗଦେବାକୁ ଯାଇଥିଲେ  । ଏହାପରେ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଥିଲେ … Continue reading ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ‘କରୋନା ସଂକ୍ରମିତ ହେଲେ ମମତାଙ୍କୁ ଆଲିଙ୍ଗନ କରିବି’