ତିହାର ଜେଲରେ ନିର୍ଭୟା ଦୋଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଫାଶୀ ଟାଳିବାକୁ ନିର୍ଭୟା ଦୋଷୀଙ୍କ ନୂଆ ଚାଲ୍‌। ତିହାର ଜେଲ୍‌ କାନ୍ଥରେ ମୁଣ୍ଡ ପିଟି ଆତ୍ମହତ୍ୟା ଉଦ୍ୟମ କରିଛି ବିନୟ ଶର୍ମା। ଗତ ସୋମବାର ୩ନମ୍ବର ବ୍ୟାରେକ୍‌ରେ ବିନୟ କାନ୍ଥରେ ମୁଣ୍ଡ ପିଟିଛି। ନିର୍ଭୟା ଦୋଷୀଙ୍କ ଉପରେ ଜେଲ୍‌ କର୍ତ୍ତୃପକ୍ଷଙ୍କ କଡ଼ା ନଜର ରହିଛି। ଏଥିରେ ବିନୟ ଆହତ ହୋଇଛି। ଏହାପରେ ତାକୁ ପ୍ରାଥମିକ ଚିକିତ୍ସା କରାଯାଇଛି। ସେହିପରି ଗତ ୧୬ ତାରିଖରେ ଜେଲ୍‌ର ଗ୍ରିଲ୍‌ରେ ହାତ ପୂରାଇ ଆହତ ହୋଇଛି ବିନୟ। ଏପରିକି ନିଜ … Continue reading ତିହାର ଜେଲରେ ନିର୍ଭୟା ଦୋଷୀଙ୍କ ଆତ୍ମହତ୍ୟା ଉଦ୍ୟମ