ଆପଣଙ୍କ ପୁଅ ବିଜୟ ଆଉ ନାହାନ୍ତିି, ଏକଥା ଶୁଣି ଏଭଳି ଜିଦ୍‌ କରୁଛନ୍ତି ତାଙ୍କ ବୃଦ୍ଧା ମାଆ

ଭୁବନେଶ୍ୱର: ପୁଅକୁ ଖୋଜି ବାଉଳି ହୋଇ କାନ୍ଦୁଛନ୍ତି ମାଆ । ମୋ ବଡ଼ ପୁଅ କୋଉଠି ଅଛି, ମୁଁ କାଇଁ ତାକୁ ଦେଖିପାରୁନି । ଏଭଳି କୋହ ଭରା ଭାନାରେ ଦିନ ରାତି କଟୁଛି । କିନ୍ତୁ ବୃଦ୍ଧା ମାଆ ଏଥିରୁ ଅଜଣା ଥିଲେ କି ଅଫେରା ରାଇଜକୁ ଚାଲି ଯାଇଛନ୍ତି ତାଙ୍କ ପୁଅ । ଅଲେଉଟା ସହରରୁ ଆଉ କେବେ ଫେରିବେନି ସେ । କାରଣ ସବୁ ଦିନ ପାଇଁ ଚିରନିଦ୍ରାରେ ଶୋଇ ପଡ଼ିଛନ୍ତି ବର୍ଷୀୟାନ … Continue reading ଆପଣଙ୍କ ପୁଅ ବିଜୟ ଆଉ ନାହାନ୍ତିି, ଏକଥା ଶୁଣି ଏଭଳି ଜିଦ୍‌ କରୁଛନ୍ତି ତାଙ୍କ ବୃଦ୍ଧା ମାଆ