ଅମାନିଆ ଅପରାଜିତା: କୋଭିଡ଼ ନିୟମ ଉଲ୍ଲଂଘନ କରି ନାଚୁଥିବାର ଭିଡ଼ିଓ ହେଲା ଭାଇରାଲ
ଭୁବନେଶ୍ୱର: ପୁଣି କୋଭିଡ୍ ନିୟମ ଭାଙ୍ଗିଲେ ଭୁବନେଶ୍ୱର ବିଜେପି ସାଂସଦ । କୋଭିଡ଼ରେ ଅପରାଜିତାଙ୍କ ଜନ୍ମଦିନ ଉତ୍ସବ । କୋଭିଡ଼ ନିୟମ କଣ ଆଉ କାହିଁକି ପାଳନ କରିବେ ବିଜେପି ସାଂସଦ ସେଟା ବୋଧେ ଜାଣନ୍ତିନି ଅପରାଜିତ । ଦିଲ୍ଲୀରୁ ଡେଙ୍ଗୁରା ବାଜୁଛି କରୋନା ପାଇଁ ସତର୍କ ରୁହ କିନ୍ତୁ ଓଡ଼ିଶାରେ ଅଲଗା ନିୟମ ପାଳୁଛି ବିଜେପି । ଅଭ୍ୟାସଗତ ଅମାନିଆ ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣି ନିୟମ ଉଲ୍ଲଂଘନ କରିଛନ୍ତି । ଗତକାଲି ଜନ୍ମଦିନ ପାଳନ … Continue reading ଅମାନିଆ ଅପରାଜିତା: କୋଭିଡ଼ ନିୟମ ଉଲ୍ଲଂଘନ କରି ନାଚୁଥିବାର ଭିଡ଼ିଓ ହେଲା ଭାଇରାଲ
Copy and paste this URL into your WordPress site to embed
Copy and paste this code into your site to embed