ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ଥାନାରେ ହାଜର ହେଲେ ଓଟିଭି ଇନ୍‌ପୁଟ୍‌ ହେଡ୍‌

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗ । ମହିଳା ଥାନାରେ ହାଜର ହେଲେ ଓଟିଭି ଇନପୁଟ୍‌ ମୁଖ୍ୟ । ତାଙ୍କୁ ହାଜର ହେବା ପାଇଁ ମହିଳା ଥାନା ନୋଟିସ୍ ଜାରି କରିଥିଲା । ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗରେ ଇନପୁଟ୍‌ ମୁଖ୍ୟଙ୍କୁ ଜେରା କରାଯାଉଛି । ଅଡିଓ କ୍ଲିପ୍ ପ୍ରସାରଣ ନେଇ ପଚରାଉଚରା କରାଯାଇପାରେ ବୋଲି ପୋଲିସ ମଧ୍ୟ ସୂଚନା ମିଳିଛି । ଅନ୍ୟପଟେ ଏହି ନାବାଳିକା ଗଣଦୁଷ୍କର୍ମ ମାମଲାରେ ହସ୍ତକ୍ଷେପ କରିଛି କଟକର ଲିଗାଲ ସେଲ ସଂଗଠନ … Continue reading ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ଥାନାରେ ହାଜର ହେଲେ ଓଟିଭି ଇନ୍‌ପୁଟ୍‌ ହେଡ୍‌