ସଟ୍ ଡାଉନରେ ସବୁ ବନ୍ଦ: ୪୮ ଘଣ୍ଟା ପାଇଁ ଠପ୍ ରହିବ ଭୁବନେଶ୍ୱର,ଭଦ୍ରକ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚମ କରୋନା ଚିହ୍ନଟ ପରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଭଦ୍ରକ ଓ ଭୁବନଶ୍ୱରକୁ ପୂରା ପୂରି ସଟ୍ ଡାଉନ ଘୋଷଣା କଲେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ପଞ୍ଚମ ଆକ୍ରାନ୍ତଙ୍କ ବିଲକ୍ଷଣ ନେଇ ସଟ୍ ଡାଉନ ଘୋଷଣା କରାଯାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ବିଦେଶ ବା ଅନ୍ୟ ରାଜ୍ୟ ଗସ୍ତ ନଥିବାରୁ ଚିନ୍ତା ବଢିଛି , କଣ ପାଇଁ  ଏପରି ଘଟିଲା ସଂପୂର୍ଣ୍ଣ ଛାନଭିନ୍ ପାଇଁ ୪୮ ଘଣ୍ଟା … Continue reading ସଟ୍ ଡାଉନରେ ସବୁ ବନ୍ଦ: ୪୮ ଘଣ୍ଟା ପାଇଁ ଠପ୍ ରହିବ ଭୁବନେଶ୍ୱର,ଭଦ୍ରକ