ଯୋଗୀଙ୍କ ରାସ୍ତାରେ ୟେଦ୍ଦିୟୁରପ୍ପା, ବେଙ୍ଗଳୁରୁ ହିଂସାକାରୀଙ୍କ ଠାରୁ ଆଦାୟ କରିବେ ନଷ୍ଟ ହୋଇଥିବା ସମ୍ପତ୍ତିର ମୂଲ୍ୟ

ବେଙ୍ଗଳୁରୁ: କେଜି ହଲ୍ଲି ଓ ଡିଜି ହଲ୍ଲିରେ ହୋଇଥିବା ହିଂସାକୁ ନେଇ କର୍ଣ୍ଣାଟକ ସରକାର କଠୋର ହୋଇଛନ୍ତି । ଏହି ହିଂସାରେ ସର୍ବସାଧାରଣ ଓ ଘରୋଇ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିଲା । ନଷ୍ଟ ହୋଇଥିବା ସମ୍ପତ୍ତିର ଆକଳନ ଚାଲିଥିବା ବେଳେ ଏହାର ଭରଣା ଦୋଷୀଙ୍କ ଠାରୁ କରାଯିବ ବୋଲି କର୍ଣ୍ଣାଟକ ସରକାର ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶ ପ୍ରକାରେ ରାଜ୍ୟ ସରକାର କ୍ଲେମ୍ ମିଶନର ନିଯୁକ୍ତ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ । ଡିଜେ ହଲ୍ଲି … Continue reading ଯୋଗୀଙ୍କ ରାସ୍ତାରେ ୟେଦ୍ଦିୟୁରପ୍ପା, ବେଙ୍ଗଳୁରୁ ହିଂସାକାରୀଙ୍କ ଠାରୁ ଆଦାୟ କରିବେ ନଷ୍ଟ ହୋଇଥିବା ସମ୍ପତ୍ତିର ମୂଲ୍ୟ