ଲୋନ ମୋରାଟୋରିୟମ ମାମଲା : ୫ ଅକ୍ଟୋବରରେ ପରବର୍ତ୍ତୀ ଶୁଣାଣି ସୁପ୍ରିମକୋର୍ଟକୁ ସମୟ ମାଗିଲେ ସରକାର
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସୋମବାରକୁ ଲୋନ ମୋରେଟୋରିୟମ ମାମଲାର ଶୁଣାଣିକୁ ୫ ଅକ୍ଟୋବରକୁ ଟାଳି ଦିଆଯାଇଛି । କେନ୍ଦ୍ର ସରକାର ସୋମବାର ଦିନ ଶୁଣାଣି ସମୟରେ କୋର୍ଟକୁ ସମୟ ମାଗିଛନ୍ତି । ଏହି ମାମଲାରେ RBI ସହିତ ଆଲୋଚନା କରୁଛନ୍ତି ଏବଂ ଖୁବଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି କହିଛନ୍ତି କେନ୍ଦ୍ର ସରକାର । ତେଣୁ କୌଣସି ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ କିଛି ସମୟର ଆବଶ୍ୟକତା ରହିଛି ବୋଲି ମଧ୍ୟ କେନ୍ଦ୍ର ସରକାର କହିଛନ୍ତି । ବିଚାରପତି ଅଶୋକ … Continue reading ଲୋନ ମୋରାଟୋରିୟମ ମାମଲା : ୫ ଅକ୍ଟୋବରରେ ପରବର୍ତ୍ତୀ ଶୁଣାଣି ସୁପ୍ରିମକୋର୍ଟକୁ ସମୟ ମାଗିଲେ ସରକାର
Copy and paste this URL into your WordPress site to embed
Copy and paste this code into your site to embed