ବାଂଲାଦେଶ ପ୍ରତିରକ୍ଷା ସଚିବଙ୍କର କରୋନାରେ ଦେହାନ୍ତ
ବାଂଲାଦେଶ ପ୍ରତିରକ୍ଷା ସଚିବ ଅବଦ୍ଦୁଲା ଅଲ୍ ମୋହସିନ ଚୌଧୁରୀ କରୋନାରେ ମୃତ୍ୟୁବରଣ କରିଛନ୍ତି । ଆଜି ସକାଳ ୯ଟା ୩୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଜୁନରେ ସେ କରୋନା ପଜଟିଭ ବୋଲି ରିପୋର୍ଟ ଆସିଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଜୁନ 18 ତାରିଖରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।ହେଲେ ଆଜି ସକାଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରଶାସନିକ ଅଧିକାରୀ ଏମଡି ଭସାନି ମିର୍ଜା … Continue reading ବାଂଲାଦେଶ ପ୍ରତିରକ୍ଷା ସଚିବଙ୍କର କରୋନାରେ ଦେହାନ୍ତ
Copy and paste this URL into your WordPress site to embed
Copy and paste this code into your site to embed